ଓଡ଼ିଶା

ଏଣିକି ଟ୍ରାଫିକ ଛକରେ ମୋବାଇଲ ଫୋନ୍‌‌ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି

ଏଣିକି ଟ୍ରାଫିକ ଛକରେ ମୋବାଇଲ ଫୋନ୍‌‌ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ଟ୍ରାଫିକ୍‌‌ ଛକରେ ସିଗ୍‌‌ନାଲ ନାଲି ହେଲେ ଚାଳକ ଅଟକିଯାଆନ୍ତି। ପରେ ସମୟ କାଟିବା ପାଇଁ ମୋବାଇଲ୍‌‌ ଫୋନ୍‌‌କୁ ପକେଟ୍‌‌ରୁ କାଢ଼ି ବ୍ୟବହାର କରନ୍ତି।

କିଏ ଫେସ୍‌‌ବୁକ୍‌‌ ଖୋଲେ, ପୁଣି କିଏ ୟୁ-ଟ୍ୟୁବ କିମ୍ବା ଇନ୍‌‌ଷ୍ଟାଗ୍ରାମ୍‌‌ରୁ ଭିଡିଓ ଖୋଜି ଦେବେ। ହେଲେ ଏଣିକି ଟ୍ରାଫିକ ଛକରେ ଛିଡ଼ା ହୋଇ ମୋବାଇଲ ଫୋନ୍‌‌ରେ ଟାଇମ୍‌‌ପାସ୍‌‌ କରିପାରିବ ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com