ଅନ୍ୟାନ୍ୟ

ଅନଲାଇନ ଗେମ ରୋକିବାକୁ ସରକାରଙ୍କ ନୂଆ ପଦକ୍ଷେପ

ଭୁବନେଶ୍ୱର, ୦୬/୦୪/୨୦୨୩ –   ଅନଲାଇନ ଗେମ ରୋକିବାକୁ ସରକାର ବର୍ତ୍ତମାନ ନୂଆ ପଦକ୍ଷେପ ନେଇଛନ୍ତି । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜୁଆ ଏବଂ ବେଟିଂ ଭଳି ବିଜ୍ଞାପନ ପ୍ଲାଟଫର୍ମକୁ ପ୍ରୋତ୍ସାହନ ଦେବା ଭଳି କାର୍ଯ୍ୟରୁ ଲିପ୍ତ ରହିବାକୁ ପରାମର୍ଶ ଦିଆଯାଇଛି । ନଲାଇନ ଗେମଗୁଡିକୁ ମାନଦଣ୍ଡ ନିର୍ଦ୍ଧାରଣ କରି ଅନୁମତି ଦେବା ପାଇଁ ଏକ ସ୍ୱତନ୍ତ୍ର ଏବଂ ନୂଆ ସ୍ୱ-ନିୟାମକ ସଂଗଠନ ପ୍ରସ୍ତୁତ କରାଯିବ ବୋଲି କୁହାଯାଇଛି । ଏହାବ୍ୟତୀତ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମଧ୍ୟ ଅନଲାଇନ ଗେମିଙ୍ଗ ପାଇଁ ନୂଆ ନିୟମ ଜାରି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com