Featuredଜାତୀୟ

ଜହର ହେଲାଣି ଦିଲ୍ଲୀ ହାଓ୍ବା

ସପ୍ତାହେ ଧରି ରାଷ୍ଟ୍ରୀୟ ରାଜଧାନୀରେ ଗମ୍ଭୀର ହୋଇଛି ପ୍ରଦୂଷଣ ମାତ୍ରା । ଅଧିକାଂଶ ସ୍ଥାନରେ କାର୍ବନ ମନୋସ୍କାଇଡ ସ୍ତର ବୃଦ୍ଧି ଯୋଗୁ ଅଣନିଶ୍ବାସୀ ହୋଇଛନ୍ତି ରାଜଧାନୀ ବାସିନ୍ଦା । ଆଜି ସକାଳୁ ୯ ସ୍ଥାନରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪ଶହ ଉପରେ ରେକର୍ଡ ହୋଇଛି । ନରେଲାରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୫୭୧ ରେକର୍ଡ ହୋଇଛି । ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ ବୋଲି ଆଶଙ୍କା କରାଯାଉଛି । କେଜରିୱାଲ ସରକାର ପକ୍ଷରୁ ପ୍ରଦୂଷ ମାତ୍ରା କମାଇବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ହେଲେ ପ୍ରଦୂଷଣ ରୋକିବାରେ ସମସ୍ତ ପଦକ୍ଷେପ ବିଫଳ ସାବ୍ୟସ୍ତ ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com