Featuredଅନ୍ତର୍ଜାତୀୟ

ଝଡ ‘ଫ୍ରେଡି’ର ତାଣ୍ଡବ, ୩୦୦ ରୁ ଅଧିକ ମୃତ

ଆଫ୍ରିକାର ମଲାୱି ପ୍ରଦେଶରେ ପ୍ରବଳ ଝଡ ସାଙ୍ଗକୁ ବନ୍ୟା ଯୋଗୁଁ ୩୦୦ରୁ ଅଧିକ ଲୋକେ ପ୍ରାଣ ହରାଇସାରିଲେଣି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯିବା ସହ ସେମାନଙ୍କୁ ଅତ୍ୟାବ୍ୟାକ ସାମଗ୍ରୀ ଯୋଗାଇଦେବାରେ ଏଠିକାର ସରକାର ଲାଗିପଡିଛନ୍ତି ।

ମଲାୱିରେ ଝଡ ‘ଫ୍ରେଡି’ ବ୍ୟାପକ କ୍ଷତି ଘଟାଇଛି । ସରକାରୀ ଆକଳନ ଅନୁସାରେ ୩୨୬ଜଣଙ୍କ ମୃତ୍ୟୁ ହୋଇସାରିଛି । ଏବଂ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଏପରି ପ୍ରାକୃତିକ ବିପଦ ସମୟରେ ଦୈନନ୍ଦିନ ଜୀବନର ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ନାହିଁନଥିବା ସମସ୍ୟା ଭୋଗୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com