ସ୍ୱାସ୍ଥ୍ୟ

କୋଭିଡ଼୍ ସଂକ୍ରମଣକୁ ନେଇ ସନ୍ଧ୍ୟାରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କରିବେ ବୈଠକ

କୋଭିଡ଼୍ ସଂକ୍ରମଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଡାକିଲେ ବୈଠକ । ଆଜି ସନ୍ଧ୍ୟାରେ କରୋନା ପ୍ରସ୍ତୁତିର ସମୀକ୍ଷା ହେବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ୧୦-୧୧ ଏପ୍ରିଲ ପାଇଁ ଏକ ଦେଶବ୍ୟାପୀ ମକ୍ ଡ୍ରିଲ୍ ଯୋଜନା କରାଯାଇଛି ।  ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କରୋନା ପ୍ରସଙ୍ଗରେ ବୈଠକ କରିଥିଲେ । ଆଉ ଟେଷ୍ଟିିଂ, ଟ୍ରାକିଂ ସହିତ କୋଭିଡ ନିର୍ଦ୍ଦେଶାନାମା ଉପରେ ଗୁରୁତ୍ୱାରୋପ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com