ଅନ୍ତର୍ଜାତୀୟ

ଡିପଫେକ୍‌ର ଶିକାର ହେଲେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି

ଡିପଫେକ୍‌ର ଶିକାର ହେଲେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି। ଡିପଫେକ୍‌ ଦ୍ୱାରା ମେଲୋନିଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି।

ଏଥିପାଇଁ ସେ ମାନହାନୀ ମାମଲା ରୁଜୁ କରି ୯୦ ଲକ୍ଷ ଟଙ୍କା ଦାବି କରିଛନ୍ତି। ତଦନ୍ତ ଅନୁଯାୟୀ ୨ଜଣ ବ୍ୟକ୍ତି ଅନ୍ୟ ଜଣଙ୍କ ଶରୀରରେ ମେଲୋନିଙ୍କ ମୁହଁ ଲଗାଇ ଅଶ୍ଲୀଳ ଭିଡିଓ କରିଥିବା ସୂଚନା ମିଳିଛି। ଏନେଇ ସେମାନଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ ହୋଇଛି।

Related Articles

Back to top button