ଭୁବନେଶ୍ୱର: ଆସିଛି ନୂଆବର୍ଷ । ୨୦୨୫କୁ ସ୍ୱାଗତ କରିବା ପାଇଁ ସବୁଠି ଉସôବମୁଖର ପୁରଠୁ ପଲ୍ଲୀ । ଇଂରାଜୀ ନୂତନ ବର୍ଷର ଆଗମନରେ ଭୋଜି ଭାତ ଓ ନାଚ ଗୀତରେ ମଜା ଉଠାଉଛନ୍ତି ଲୋକେ । ଫୁଲତୋଡ଼ା ଦେଇ ବର୍ଷ ଆରମ୍ଭର ପ୍ରଥମ ଦିନର ଶୁଭେଚ୍ଛା ଜଣାଉଛନ୍ତି ।