Featuredଓଡ଼ିଶାମନୋରଞ୍ଜନ

ପଞ୍ଚଭୂତରେ ବିଲୀନ ହେଲା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର; ମୁଖାଗ୍ନି ଦେଲେ ବାବୁଶାନ

ଭୁବନେଶ୍ୱର: ପଞ୍ଚଭୂତରେ ବିଲୀନ ହେଲା ବର୍ଷୀୟାନ ଅଭିନେତା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର । ସତ୍ୟନଗର ସ୍ଥିତ ଶ୍ମଶାନରେ ହେଲା ଅନ୍ତ୍ୟେଷ୍ଟି କ୍ରିୟା । ମୁଖାଗ୍ନି ଦେଲେ ଓଲିଉଡ ସୁପରଷ୍ଟାର ବାବୁଶାନ ମହାନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ମର ଶରୀରକୁ ଦିଆଯାଇଥିଲା ସମ୍ମାନ । ଉତ୍ତମଙ୍କ ଶେଷ ଦର୍ଶନ ପାଇଁ ଜନ ସମୁଦ୍ର ପାଲଟିଥିଲା ସତ୍ୟନଗର ଶ୍ମଶାନ । ୪ ଦଶନ୍ଧି ଧରି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ କରୁଥିଲେ ରାଜ୍ । ୧୦୦ରୁ ଉଦ୍ଧ୍ୱର୍ ସିନେମାରେ ଦର୍ଶକଙ୍କୁ କରିଥିଲେ ବିଭୋର । ତାଙ୍କ ବିୟୋଗରେ ମର୍ମାହତ ହୋଇଛନ୍ତି ମର୍ମାହତ । ବିଦାୟ ଦେବା ପାଇଁ ଦେଖିବାକୁ ମିଳୁଛି ଅସମ୍ଭାଳ ଭିଡ଼ ।

Related Articles

Back to top button
WP Twitter Auto Publish Powered By : XYZScripts.com