Featuredମନୋରଞ୍ଜନ

୨୦୨୧ରେ ଯେବେ ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା: ଦି ରାଇଜ’ ଫିଲ୍ମର ସଂଗୀତ ଗୁଡ଼ିକ ମଧ୍ୟ ଖୁବ ଜୋରରେ ଭାଇରାଲ ହୋଇଥିଲା

୨୦୨୧ରେ ଯେବେ ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା: ଦି ରାଇଜ’ ଫିଲ୍ମର ସଂଗୀତ ଗୁଡ଼ିକ ମଧ୍ୟ ଖୁବ ଜୋରରେ ଭାଇରାଲ ହୋଇଥିଲା । ଏହି ଫିଲ୍ମର ନିର୍ଦ୍ଦେଶନା ସୁକୁମାର ଦେଇଥିବା ବେଳେ ମେଲ-ଫିମେଲ ଲିଡ କ୍ୟାରେକ୍ଟରରେ ଅଲ୍ଲୁଅର୍ଜୁନ-ରଶ୍ମୀକା ମନ୍ଦାନା ଅଭିନୟ କରିଥିଲେ ।

ଫିଲ୍ମର ଏପରି ଲୋକପ୍ରିୟତା ଦେଖି ମେକର୍ସ ‘ପୁଷ୍ପା ୨’କୁ ନେଇ ଆସୁଛନ୍ତି । ହେଲେ ବର୍ତ୍ତମାନ ଅଲ୍ଲୁ ଅର୍ଜୁନ ଆଉ ଏକ ବଡ଼ ସୂଚନା ଦେଇ ‘ପୁଷ୍ପା ୩’କୁ ମଧ୍ୟ ନିଶ୍ଚିତ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com