Featuredଶିକ୍ଷା

+3 ଓ ପିଜି ସ୍ତରରେ ଲାଗୁ ହେବ ଷ୍ଟାର୍ଟ ଅପ୍ ନୀତି

ରାଜ୍ୟର କଲେଜ ସ୍ତରରେ ଲାଗୁ ହେବାକୁ ଯାଉଛି ଷ୍ଟାଟ୍ ଅପ୍ ନୀତି । ରାଜ୍ୟର ଯୁକ୍ତି ତିନି ପୋଷ୍ଟ ଗ୍ରାଜୁଏଟ ସ୍ତରରେ ଏହି ନୀତି କାର୍ଯ୍ୟକାରୀ କରିବା ନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି । ସୂଚନା ମୁତାବକ, ଏନେଇ ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ବିଶ୍ୱ ବ୍ୟାଙ୍କ ଅନୁସାରେ ରାଜ୍ୟରେ ସେଣ୍ଟର ଅଫ୍ ଏକ୍ସଲେନ୍ସ କାର୍ଯ୍ୟ କରୁଥିବା ବେଳେ ଗବେଷଣା ପରେ ବ୍ୟବସାୟିକ ଓ ଗ୍ଲୋବାଲ ଡାଟାବେସକୁ କିପରି ଫିଟ୍ କରାଯିବ ତା’ ଉପରେ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଷ୍ଟାଟ୍ ଅପ୍ ଓଡ଼ିଶାର ଅଧ୍ୟକ୍ଷ, ବିଦେଶୀ କମ୍ପାନୀର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com