Featuredଅନ୍ୟାନ୍ୟ

୧୦୦ କୋଟି ଟଙ୍କାର ଚିଟଫଣ୍ଡ ଠକେଇ

୧୦୦ କୋଟି ଟଙ୍କାର ଚିଟଫଣ୍ଡ ଠକେଇ ମାମଲାରେ ଅଭିନେତା ପ୍ରକାଶ ରାଜଙ୍କୁ ସମନ କରିଛି ଇଡି । ତାଙ୍କୁ ପୂରା ଘଟଣାରେ ନିଜର ପକ୍ଷ ରଖିବାକୁ କୁହାଯାଇଛି । ଠକେଇ ମାମଲାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା ।

ଏଥିସହ ନଭେମ୍ବର ୨୦ରେ ଥିରୁଚିରାପାଲ୍ଲିରେ ଥିବା ପ୍ରଣବ ଜୁଏଲର୍ସରେ ରେଡ୍ କରିଥିଲା ଇଡି । ରେଡ୍ ପରେ ପ୍ରକାଶ ରାଜଙ୍କୁ ସମନ ହୋଇଛି । ପ୍ରଣବ ଜୁଏଲର୍ସ ପକ୍ଷରୁ ଆରମ୍ଭ କରାଯାଇଥିବା ଗୋଲ୍ଡ ଇନଭେଷ୍ଟମେଣ୍ଟ ସ୍କିମରେ ବ୍ୟାପକ ଚଞ୍ଚକତା କରାଯାଇଥିବା ଇଡି ଅଭିଯୋଗ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com