Featuredଜାତୀୟ

ଅମୃତସରରେ ୪.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ

ପଞ୍ଜାବର ଅମୃତସରରେ ୪.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା  ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍ ସିସ୍ମୋଲୋଜି’ ସୂଚନା ଦେଇଛି। ରବିବାର ରାତି ପ୍ରାୟ ୩.୪୨ ମିନିଟ୍‌ରେ ଭୂଗର୍ଭର ୧୨୦ କିଲୋମିଟର୍‌ ଅଭ୍ୟନ୍ତରରେ ସଂଘଠିତ ଭୂମିକମ୍ପ ପ୍ରଭାବରେ ସମଗ୍ର ଅମୃତସରରେ କମ୍ପନ ଅନୁଭୂତ ହୋଇଥିଲା। ଅମୃତସରର ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ୧୪୫ କିଲୋମିଟର୍‌ ଦୂର ୩୧.୯୫ ଡିଗ୍ରି ଅକ୍ଷାଂଶ ଓ ୭୩.୩୮ ଡିଗ୍ରି ଦ୍ରାଘିମା ଅନ୍ତର୍ଗତ ଭୂଗର୍ଭର ୧୨୦ କିଲୋମିଟର୍‌ ଅଭ୍ୟନ୍ତରରେ ରାତି ୩:୪୨:୨୭ରେ ୪.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com