ମନୋରଞ୍ଜନ

ଖୁବଶୀଘ୍ର ବଡ଼ ପରଦାରେ ଦର୍ଶକ ଦେଖିବେ ଶ୍ରୀଜଗନ୍ନାଥ

ଖୁବଶୀଘ୍ର ବଡ଼ ପରଦାରେ ଦର୍ଶକ ଦେଖିବେ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ସହ ଯୋଡ଼ି ହୋଇଥିବା ଓଡ଼ିଆଙ୍କ ଆବେଗର କଥା । ରିଲିଜ୍ ଅପେକ୍ଷାରେ ଓଡ଼ିଆ ଚଳଚ୍ଚିତ୍ର ନବକଳେବର ।

ମହାପ୍ରଭୁଙ୍କ ଅଲୌକିକ କଥା କାହାଣୀ ଓ ଐତିହାସିକ ଘଟଣାବଳୀକୁ ନେଇ ପ୍ରଯୋଜିକା ତଥା ନିର୍ଦ୍ଦେଶିକା ବିନି ସାମଲ ଏହାକୁ ନିର୍ମାଣ କରିଛନ୍ତି । ସାଇଶ୍ରଦ୍ଧା ବ୍ୟାନରରେ ନିର୍ମାଣ ହୋଇଛି ଚଳଚ୍ଚିତ୍ର ନବକଳେବର । ଏହା ସିନେମା ରୂପ ନେବା ପୂର୍ବରୁ ପ୍ରଥମେ ନାଟକ ଭାବେ ବେଶ ସଫଳତା ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com