ଅନ୍ୟାନ୍ୟ

ପୋଷ୍ଟାଲ୍ ଚାକିରି ନାଁରେ କୋଟିଏ ଟଙ୍କା ଠକେଇ ମାମଲା: ଧୂର୍ତ୍ତ ଓ ସହଯୋଗୀ ଗିରଫ

ଭୁବନେଶ୍ବର: ପିଏମ୍‌ଜି ଓ ରାଜ୍ୟର ଅନ୍ୟାନ୍ୟ ପୋଷ୍ଟ ଅଫିସ୍‌ରେ ନିଯୁକ୍ତି ଦେବାକୁ କହି ପ୍ରାୟ ୧୨ ଜଣ ଯୁବକଙ୍କଠାରୁ କୋଟିଏ ଟଙ୍କା ଠକି ନେଇଥିବା ଜଣେ ଧୂର୍ତ୍ତକୁ ଗିରଫ କରିଛି କମିସନରେଟ୍‌ ପୁଲିସ। ଅଭିଯୁକ୍ତ ହେଲା ଯାଜପୁର ସଦର ଥାନା ଏରବାଙ୍କ ଅଞ୍ଚଳର ଦେବୀପ୍ରସାଦ ବିଶ୍ବାଳ ଓରଫ୍‌ ବିକି(୨୪)। ଏହି ଠକେଇରେ ବିକିକୁ ନକଲି ଷ୍ଟାମ୍ପ, ନିଯୁକ୍ତିପତ୍ର ଓ ସର୍ଭିସ୍ ବୁକ୍‌ ପ୍ରସ୍ତୁତ କରାଇବାରେ ସହଯୋଗ କରୁଥିବା ଶୁଭେନ୍ଦୁ ଜେନା(୪୦)କୁ ମଧ୍ୟ ଗିରଫ କରାଯାଇଛି। ଶୁଭନ୍ଦେୁର ଘର ଯାଜପୁର ଟାଉନ୍‌ ସାହିପୁର ବୋଲି ଜଣାପଡ଼ିଛି। ପୁଲିସ ସେମାନଙ୍କଠାରୁ ବିପୁଳ ରବର ଷ୍ଟାମ୍ପ, ନକଲି ନିଯୁକ୍ତିପତ୍ର, ସର୍ଭିସ୍ ବୁକ୍‌, ପରିଚୟ ପତ୍ର, ଜାଲ୍‌ ଟ୍ରେନିଂ କାଗଜପତ୍ର, ବ୍ୟାଙ୍କ ପାସବୁକ୍, ଏଟିଏମ୍ କାର୍ଡ ଓ କମ୍ପ୍

Related Articles

Back to top button
WP Twitter Auto Publish Powered By : XYZScripts.com