ଅନ୍ୟାନ୍ୟ

ଭିଜିଲାନ୍ସ ଜାଲରେ କନ୍ଧମାଳ କ.ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର, ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍‌

କନ୍ଧମାଳ() ଭିଜିଲାନ୍ସ ଜାଲରେ କନ୍ଧମାଳ କ.ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍‌। କେ. ନୂଆଗାଁ ସରକାରୀ କ୍ୱାର୍ଟର, କ. ନୂଆଗାଁ ସରକାରୀ କାର୍ଯ୍ୟାଳୟ ଓ ଭଞ୍ଜନଗର ଲେଣ୍ଡେଇ ସାହିରେ ଥିବା ବାସଗୃହରେ ଚଢାଉ କରାଯାଉଛି।

Related Articles

Back to top button