Featuredଜାତୀୟମନୋରଞ୍ଜନ

ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ଆତ୍ମହତ୍ୟା

ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ଆତ୍ମହତ୍ୟା । ବାରଣାସୀର ସାରନାଥ ଥାନାର ଏକ ଘରୋଇ ହୋଟେଲରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି । ଆକାଂକ୍ଷା ଭଦୋହୀ ଜନପଥ ପରସୀପୁରରେ ବାସିନ୍ଦା । ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଥିଲେ ଆକାଂକ୍ଷା ।

ସେ ‘ବୀରୋ କେ ବୀର’ ଓ ‘କସମ ପୈଦା କରନେ ୱାଲେ କି-୨’ ଫିଲ୍ମରେ ଅଭିନୟ କରିଥିଲେ । ଅଭିନେତ୍ରୀ ଜଣକ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତାହା ଅସ୍ପଷ୍ଟ ରହିଚି । ଏହି ଖବର ପୂରା ଭୋଜପୁରୀ ଇଣ୍ଡଷ୍ଟ୍ରୀକୁ ସ୍ତବ୍ଧ କରିଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com