ଓଡ଼ିଶା

ସରିଲା ମାଟ୍ରିକ ପରୀକ୍ଷା, 20ରୁ ହେବ ଖାତା ଦେଖା !

କଟକ() ସରିଲା ମାଟ୍ରିକ ପରୀକ୍ଷା । ଆସନ୍ତା ୨୦ କି ୨୧ ତାରିଖରୁ ଆରମ୍ଭ ହେଵ ଖାତା ଦେଖା । ଏନେଇ ସୂଚନା ଦେଇଛନ୍ତି ଏନେଇ ଵୋର୍ଡ ସଭାପତି ରାମାଶିଷ ହାଜରା । ଆଜି ସମମେଟିଭ ଟୁ ରେଗୁଲାର ପରୀକ୍ଷାର୍ଥୀଙ୍କ ପରୀକ୍ଷା ଶେଷ ହୋଇଛି । ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଆସନ୍ତା ୧୦ ତାରିଖରେ ଶେଷ ହେବ । ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ସରିଥିବା ବେଳେ ଖାତାଦେଖା ମଧ୍ୟ ଆସନ୍ତା ୨୦ କିମ୍ବା ୨୧ ତାରିଖରୁ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com