Featuredଅନ୍ତର୍ଜାତୀୟଜାତୀୟରାଜନୀତି

ଭାରତୀୟ ମହିଳା ଏବେ ଆମେରିକାର ମେରିଲାଣ୍ଡରେ ଉପ ରାଜ୍ୟପାଳ

ଜଣଙ୍କ ପରେ ଜଣେ ଭାରତୀୟ ମହିଳାଙ୍କ କୃତିତ୍ୱ ଏବେ ବିଶ୍ୱ ଦେଖୁଛି । ଏହି କ୍ରମରେ ଅରୁଣା ମିଲର ନାମକ ଜଣେ ଭାରତୀୟ ମହିଳା ଏବେ ଆମେରିକାର ମେରିଲାଣ୍ଡରେ ଉପ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ଏନେଇ ହୋଇଥିବା ଭୋଟିଂରେ ଆଶାତୀତ ସଫଳତା ହାସଲ କରିଥିଲେ ଅରୁଣା ମିଲର । ଅରୁଣା ମିଲର ବୁଧବାର ଦିନ ଏନେଇ ଏକ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ଅନ୍ୟ କେହି ନୁହେଁ ବରଂ ମୋତେ ଭୋଟ ଦେଇଥିବା ଭୋଟରମାନଙ୍କ ସହ ମୁଁ ରହିଛି । ଆମ ସମୁଦାୟ ମୋତେ ଏହି ଅଭିଯାନରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରେରିତ କରିଥିଲା । ମୁଁ ସେମାନଙ୍କର ପ୍ରତିବଦ୍ଧତା ଓ ସମର୍ଥନ ପାଇଁ ସେମାନଙ୍କ ନିକଟରେ ଚିର ଋଣି ହୋଇ ରହିବି । ୫୮ ବର୍ଷିୟା ଅରୁଣା ବିଶେଷ ଭାବେ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com