ଅନ୍ତର୍ଜାତୀୟଜାତୀୟ

ସମସ୍ତେ ମରିବେ; କୁଲଗାମରେ ଶିକ୍ଷୟତ୍ରୀଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ ଏଭଳି କହିଲେ ଫାରୁକ୍ ଅବଦୁଲ୍ଲା

କୁଲଗାମ୍‌: ଆଜି ଜମ୍ମୁ କଶ୍ମୀରର କୁଲଗାମରେ ଜଣେ ହିନ୍ଦୁ ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ବିବାଦୟ ବୟାନ ଦେଇଛନ୍ତି। ତାଙ୍କୁ ହିନ୍ଦୁ ଶିକ୍ଷୟିତ୍ରୀଙ୍କୁ ହତ୍ୟା ବିଷୟରେ ପଚରାଯିବା ପରେ ଫାରୁକ୍ ଅବଦୁଲ୍ଲା କହିଥିଲେ ଯେ ‘ସମସ୍ତେ ମରିବେ’। ତାଙ୍କର ଏଭଳି ବୟାନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com