Breaking NewsFeaturedଓଡ଼ିଶାଜାତୀୟରାଜନୀତି

ସମୀର ମହାନ୍ତିଙ୍କୁ ମିଳିଲା ବିଜେପିର ନୂଆ ଦାୟିତ୍ଵ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି। ଏହି କ୍ରମରେ ଗୁରୁବାର ଓଡ଼ିଶାର ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ଦିଆଯାଇଛି ନୂଆ ଦାୟିତ୍ଵ। ବିଜେପି ଜାତୀୟ କାର୍ଯ୍ୟକାରୀ କମିଟିରେ ସ୍ଥାନ ପାଇଛନ୍ତି ସମୀର। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି।

samir mohanty as special invitee member of BJP jp nadda appointed

ସୂଚନା ଯୋଗ୍ୟ ଯେ ନିକଟରେ ୪ ରାଜ୍ୟର ବିଜେପି ପ୍ରଭାରୀ ପରିବର୍ତ୍ତନ କରାଯାଇଥିଲା। ସେହିପରି କେତେକ ରାଜ୍ୟରେ ବିଜେପି ସଭାପତି ପଦରେ ନୂଆ ଚେହରା ଦେଖିବାକୁ ମିଳିଥିଲା। ୨୦୨୪ ନିର୍ବାଚନ ପାଇଁ ବିଜେପି ଦଳୀୟ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଏଥିରୁ ସ୍ପଷ୍ଟ ହେଉଛି ବୋଲି ଚର୍ଚ୍ଚା ଜୋର ଧରିଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com