ଓଡ଼ିଶା

ଜଗତସିଂହପୁରରେ ଭୋଟ୍ ବାକ୍ସ ଉଠାଇ ନେଲେ ଦୁର୍ବୃତ୍ତ, ମତଦାନ ବନ୍ଦ

ଜଗତସିଂହପୁର() ଜଗତସିଂହପୁରରେ ଭୋଟ୍ ବାକ୍ସ ଉଠାଇ ନେଲେ ଦୁର୍ବୃତ୍ତ । ଜଗତସିଂହପୁର ଜିଲ୍ଲା ପଟସରା ପଞ୍ଚାୟତ ଢୋଲ ବନ୍ଧ ପ୍ରାଥମିକ ବିଦ୍ୟାଳୟରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି । ୧ ନଂ ବୁଥର ଭୋଟ୍ ବାକ୍ସ ଉଠାଇନେଲେ ଉତ୍ତ୍ୟକ୍ତ ଲୋକେ । ଫଳରେ ଏହି ବୁଥ୍ ରେ ମତଦାନ ବନ୍ଦ ରହିଛି ।

ସେପଟେ ସଦର ବ୍ଲକ୍ ପଟସରା ପଂଚାୟତ ୨ ଓ ୩ ନମ୍ବର ବୁଥରେ ଗ୍ରାମବାସୀଙ୍କ ଭୋଟ୍ ବର୍ଜନ । ଗାଁର ବିଭିନ୍ନ ସମସ୍ୟା ନେଇ ଭୋଟ୍ ବର୍ଜନ କରିଥିଲେ ଗ୍ରାମବାସୀ । ବୁଥ୍ ଆଗରେ ଧାରଣାରେ ବସିଛନ୍ତି ଲୋକେ । ଘଟଣାସ୍ଥଳରେ ଜଗତସିଂହପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com