ଓଡ଼ିଶା

ସୈନକ ସ୍କୁଲ ପାଖରେ ଜମିଥିବା ଅଳିଆ ପାହାଡ଼କୁ ନେଇ ଅତିଷ୍ଠ ହେଲେଣି ଲୋକେ

ରାଜଧାନୀର ସୈନକ ସ୍କୁଲ ପାଖରେ ଜମିଥିବା ଅଳିଆ ପାହାଡ଼କୁ ନେଇ ଅତିଷ୍ଠ ହେଲେଣି ଲୋକେ । ବିଏମସି ଅଳିଆ ପାହାଡ ହଟାଇବା ନେଇ ଦିନ ଗଡ଼ାଉଥିବା ବେଳେ ପୁରା ଅଞ୍ଚଳ ପୁତ୍ତି ଗନ୍ଧମୟ ହେଲାଣିା ଏହି ଘଟଣାକୁ ନେଇ ବିଏମସି କମିଶନରଙ୍କୁ ନୋଟିସ ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିଶନ (OHRC) ।

ଆସନ୍ତା ଡିସେମ୍ବର ୧୧ ତାରିଖ ଭିତରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ।

Related Articles

Back to top button
WP Twitter Auto Publish Powered By : XYZScripts.com