ମନୋରଞ୍ଜନ

ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କ ଘରକୁ ଖୁବଶୀଘ୍ର ନୂଆ ଅତିଥି ଆସିବ‌ାକୁ ଯାଉଛନ୍ତି

ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କ ଘରକୁ ଖୁବଶୀଘ୍ର ନୂଆ ଅତିଥି ଆସିବ‌ାକୁ ଯାଉଛନ୍ତି। ପ୍ରକାଶିତ ରିପୋର୍ଟ ମୁତାବକ, ୟାମି ଗୌତମ ବିବାହର ୩ବର୍ଷ ପରେ ୨୦୨୪ରେ ମା’ ହେବେ। ଅନ୍ତସତ୍ତ୍ବା ସମୟକୁ ୟାମି ଖୁବ ଉତ୍ସାହର ବିତାଉଛନ୍ତି।

କୌଣସି ବି ଚିନ୍ତା ନକରି ଖୁସିରେ ରହିବାକୁ ଚେଷ୍ଟା କରୁଛନ୍ତି। ଏବେ ସେ ଅଧିକରୁ ଅଧିକ ନିଜର ଯତ୍ନ ନେବା ସହିତ ଗର୍ଭସ୍ଥ ଶିଶୁର ଧ୍ୟାନ ରଖୁଛନ୍ତି।

Related Articles

Back to top button