Breaking NewsFeaturedକ୍ରୀଡ଼ା

ପାକିସ୍ତାନ ସେମିଫାଇନାଲ ଖେଳୁ ବୋଲି ଗାଙ୍ଗୁଲି କହିଛନ୍ତି।

ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିଶ୍ୱକପ ୨୦୨୩ର ସେମିଫାଇନାଲକୁ ନିଜ ମତ ରଖିଛନ୍ତି। ପାକିସ୍ତାନ ସେମିଫାଇନାଲ ଖେଳୁ ବୋଲି ଗାଙ୍ଗୁଲି କହିଛନ୍ତି।

ସେମିଫାଇନାଲରେ ଭାରତ ବନାମ ପାକିସ୍ତାନ ମଧ୍ୟରେ ମ୍ୟାଚ ଅପେକ୍ଷା ଆଉ କ’ଣ ଭଲ ହୋଇପାରେ ବୋଲି ସେ କହିଛନ୍ତି। ୨୦୨୩ ବିଶ୍ୱକପରେ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆର ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

Related Articles

Back to top button