Featuredଓଡ଼ିଶା

ସେଲ୍ଫି ନେଉଥିବା ବେଳେ ଚାଲିଗଲା ଯୁବକର ଜୀବନ ! ଦୁଇ ଗୁରୁତର

ଭୁବନେଶ୍ୱର: ସେଲ୍ଫି ନେଲା ଜୀବନ ! ମାଲ ବୋଝେଇ ଟ୍ରେନ ଉପରେ ଚଢ଼ି ସେଲ୍ଫି ନେଉଥିବା ବେଳେ ଜଣେ ଯୁବକର ଜୀବନ ଯାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଭାଲୁ ଭାଲୁମସ୍କା ରେଳ ଷ୍ଟେସନ ନିକଟରେ ଏଭଳି ଏକ ଘଟଣା ଘଟିଛି,ଯାହାକି ସମସ୍ତଙ୍କୁ ସ୍ତବ୍ଦ କରିଦେଇଛି। ମୃତ ଯୁବକ ଜଣକ ହେଲେ କାଶୀପୁର ବ୍ଲକ ବର୍ତ୍ତିବାଲି ଗ୍ରାମର ଦେବେନ୍ଦ୍ର ନାୟକ । ଖବର ପାଇ ରେଳବାଇ ପୋଲିସ ପହଞ୍ଚି ଘଟଣାସ୍ଥଳରୁ ଦୁଇଜଣ ଗୁରୁତରଙ୍କୁ ମେଡ଼ିକାଲକୁ ସ୍ଥାନାନ୍ତର କରିବା ମୃତ ଯୁବକର ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com