Featuredଓଡ଼ିଶା

ଦେବୀଙ୍କ ପୀଠରେ ୧୨ ତାରିଖ ରାତିରୁ ମା’ଙ୍କ ପୂଜାର୍ଚ୍ଚନା

ଆଉ ମାତ୍ର ୨ଦିନ ପରେ ପୂଜା ପାଇବେ ମା’ କାଳୀ। ଏଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଲାଇଟ୍‌‌ ଗେଟ୍‌‌ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ରାସ୍ତାଘାଟ ସଜ୍ଜା ଆରମ୍ଭ ହୋଇଛି।

ବରମୁଣ୍ଡା କାଳୀ ମନ୍ଦିର, ସତ୍ୟନଗର କାଳୀ ମନ୍ଦିର, ଗଜପତି ନଗର ଦକ୍ଷିଣକାଳୀ ମନ୍ଦିର, ଆନନ୍ଦବଜାର କାଳୀମନ୍ଦିର ସହ ବିଭିନ୍ନ ପୂଜାମଣ୍ଡପରେ ପ୍ରତିବର୍ଷ ମା’ କାଳୀ ପୂଜା ପାଉଥିବା ବେଳେ ଏଥର ମଧ୍ୟ ଏହି ସ୍ଥାନଗୁଡ଼ିକରେ ପୂଜା ପାଇବେ ମା’। ସତ୍ୟନଗର, ବରମୁଣ୍ଡା ଓ ଗଜପତିନଗରସ୍ଥିତ ଦେବୀଙ୍କ ପୀଠରେ ୧୨ ତାରିଖ ରାତିରୁ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com