ମନୋରଞ୍ଜନ

ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କୋଟିପତି ବ୍ୟାଙ୍କର୍‌

ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କୋଟିପତି ବ୍ୟାଙ୍କର୍‌ ଉଦୟ କୋଟାକ୍‌ଙ୍କ ପୁଅ ଜୟ କୋଟାକ। ମଙ୍ଗଳବାର ଜିଓ କନ୍‌ଭେନ୍‌ଶନ ସେଣ୍ଟରରେ ଆୟୋଜିତ ଭବ୍ୟ ସମାରୋହରେ ପୂର୍ବତନ ମିସ୍‌ ଇଣ୍ଡିଆ ଅଦିତି ଆର଼୍ୟାଙ୍କ ହାତ ଧରିଛନ୍ତି ସେ।

ଏହାପରେ ଉଦୟପୁରରେ ବିବାହର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତାଙ୍କର ମୋଟ ସମ୍ପତ୍ତି ୧.୦୯ ଲକ୍ଷ କୋଟିରୁ ଅଧିକ ଅଟେ।

Related Articles

Back to top button
WP Twitter Auto Publish Powered By : XYZScripts.com