Featuredମନୋରଞ୍ଜନ

ବଲିଉଡ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଆଗାମୀ ଚଳଚ୍ଚିତ୍ର ରାମାୟଣକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି

ବଲିଉଡ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଆଗାମୀ ଚଳଚ୍ଚିତ୍ର ରାମାୟଣକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । ଫିଲ୍ମର କାଷ୍ଟିଂକୁ ନେଇ ଅନେକ ତାରକାଙ୍କ ନାମ ପ୍ରକାଶ ପାଇଛି।

ଶ୍ରୀ ରାମଙ୍କ ଭୂମିକା ପାଇଁ ରଣବୀର କପୁର ଏବଂ ଏହି ସିନେମାରେ ମାତା ସୀତାଙ୍କ ଭୂମିକା ପାଇଁ ସାଇ ପଲ୍ଲଭି ଚୂଡ଼ାନ୍ତ ହୋଇଛନ୍ତି । ଏହି ସମୟରେ ଆଉ ଏକ ଅପଡେଟ ସାମ୍ନାକୁ ଆସିଛି। ଖବର ଅନୁଯାୟୀ ଏହି ଫିଲ୍ମ ପାଇଁ ଅଭିନେତ୍ରୀ ରାକୁଲପ୍ରୀତ ସିଂଙ୍କ ସହ ମଧ୍ୟ ନିର୍ମାତାମାନେ କଥା ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com