ମନୋରଞ୍ଜନ

ବଲିଉଡରେ ଜୁନିୟର ଏନଟିଆର ଏବଂ ହ୍ରିତିକ ରୋଶନଙ୍କୁ ନେଇ ଏବେ ଚର୍ଚ୍ଚା

ବଲିଉଡରେ ଜୁନିୟର ଏନଟିଆର ଏବଂ ହ୍ରିତିକ ରୋଶନଙ୍କୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଦୁହେଁ ହିନ୍ଦୀ ଫିଲ୍ମ ଓ୍ବାରର ସିରିଜ ଓ୍ବାର-୨ରେ ମୁଖ୍ୟ ଭୂମିକାରେ ଥିବା କୁହାଯାଉଛି। ଏହା ସହିତ ଫିଲ୍ମରେ ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ଏଣ୍ଟ୍ରି ହୋଇଛି।

କୁହାଯାଉଛି ଟ୍ରିପଲ ଆର ପରେ ଆଲିଆ ଏବଂ ଜୁନିୟର ଏନଟିଆରଙ୍କ ଅଭିନୟ ପୁଣି ଦର୍ଶକଙ୍କୁ ଭାବପ୍ରବଣ କରିବାର ଖୋରାକ ଯୋଗାଇବ। ତେବେ ଏହି ଫିଲ୍ମର ଶୁଟିଂ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ।

Related Articles

Back to top button