ଅନ୍ତର୍ଜାତୀୟ
ଆସନ୍ତା ବର୍ଷ ଲାଗି ଆମେରିକା ପାଇଁ ଭୟାନକ ପୂର୍ବାନୁମାନ
କ୍ରେଗ ହାମିଲଟନ-ପାର୍କର ଆସନ୍ତା ବର୍ଷ ଲାଗି ଆମେରିକା ପାଇଁ ଭୟାନକ ପୂର୍ବାନୁମାନ କରିଛନ୍ତି। ସେ କହିଛନ୍ତି ଯେ ପ୍ରାକୃତିକ ଘଟଣା ଯୋଗୁଁ ଆମେରିକାର ଅଧିକାଂଶ ଅଂଶ ବ୍ଲାକଆଉଟ ଦେଇ ଗତି କରିବ।
ଭିତ୍ତିଭୂମି ନଷ୍ଟ ହେତୁ ଟେକ୍ସାସ ଏବଂ କାଲିଫର୍ନିଆର ବଡ଼ ଭାଗରେ ବ୍ଲାକଆଉଟ ହେବାର ପୂର୍ବାନୁମାନ କରି କହିଛନ୍ତି ଯେ କୌଣସି ପ୍ରମୁଖ ପାଣିପାଗ ଘଟଣା କିମ୍ବା ଝଡ଼ ଯୋଗୁଁ ବିଦ୍ୟୁତ ଯୋଗାଣ ସହ ଜଡିତ ଭିତ୍ତିଭୂମି ନଷ୍ଟ ହୋଇଯିବ।
ନୋସ୍ତ୍ରୋଦାମସ ଫ୍ରାନ୍ସର ଏକ ଷୋଡଶ ଶତାବ୍ଦୀର ଭବିଷ୍ୟବକ୍ତା ଥିଲେ, ଯାହାର ଅନେକ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ରୂପେ ଠିକ ହୋଇଛି।