ଅନ୍ତର୍ଜାତୀୟ
ସ୍ତ୍ରୀ ଅକ୍ଷତା ମୂର୍ତ୍ତି ୧୦ ଡାଉନିଂ ଷ୍ଟ୍ରିଟ୍ରେ ଏକ ଦୀପାବଳି ପାର୍ଟିର ଆୟୋଜନ
ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ୧୦ ଡାଉନିଂ ଷ୍ଟ୍ରିଟ୍ରେ ଏକ ଦୀପାବଳି ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ଭାରତର ବହୁ ପ୍ରସିଦ୍ଧ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।
ଏଥିରେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର, ଟ୍ବିଙ୍କିଲ ଖାନ୍ନା, ପ୍ରୀତି ଜିଣ୍ଟା ଏବଂ ଅନ୍ୟାନ୍ୟ ସେଲିବ୍ରିଟି ମଧ୍ୟ ଯୋଗ ଦେଇଥିଲେ।ଏଥିସହ ସୁନକ ଦାୟିତ୍ୱ ଗ୍ରହଣ କରିବାର ଏକ ବର୍ଷ ପୂରଣ ହୋଇଛି। ସେଥିପାଇଁ ଏଥି ଦୀପାବଳିର ଉତ୍ସବ ଟିକେ ନିଆରା ହୋଇଛି।