ରାଜନୀତି

ସମ୍ବଲପୁରରେ ଫିନାଇଲ ପିଇ କଂଗ୍ରେସ ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ

ସମ୍ବଲପୁରରେ ଫିନାଇଲ ପିଇ କଂଗ୍ରେସ ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ। କଂଗ୍ରେସ ନେତ୍ରୀ ନିଖତ ପରବିନ ଆଜି ସକାଳେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ଏବେ ସେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ନିଜ ସ୍ୱାମୀ ଏବଂ ରେଢ଼ାଖୋଲର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଆସବ ଅଲ୍ଲୀ ଖାନ୍ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି। ଆସବ ଅଲ୍ଲୀ ଖାନଙ୍କ ବିରୋଧରେ ଆଣିଛନ୍ତି ଗୁରୁତର ଅଭିଯୋଗ।

Related Articles

Back to top button
WP Twitter Auto Publish Powered By : XYZScripts.com