ସ୍ୱାସ୍ଥ୍ୟ
ରାତିରେ ଖୋଲିବ ଆହର କେନ୍ଦ୍ର

ଏମ୍ସରେ ନିକଟରେ ରାତିରେ ଖୋଲିବ ଆହର କେନ୍ଦ୍ର । ବିଏସମି ପକ୍ଷରୁ ଏହି ଆହାର କେନ୍ଦ୍ର ଖୋଲାଯିବ।
ଏହାର ଉଦଘାଟନ କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ରାତି ସମୟରେ ରୋଗୀଙ୍କ ପରିବାରଲୋକଙ୍କୁ ସହାୟ ହେବ ଏହି ଆହାର କେନ୍ଦ୍ର।
୭ଦିନ ଯାକ ରାତିରେ ଖାଦ୍ୟ ମିଳିବ । ଦୁଇଟି ସେଣ୍ଟରରେ ରାତିରେ ୮୦୦ ମିଲ ମିଳିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି।