ମନୋରଞ୍ଜନ

ରଣବୀରଙ୍କ ସମ୍ପର୍କ ଭଲ ଚାଲିଛି

ନିକଟରେ ଆଲିଆ ଭଟ୍ଟ କରଣ ଜୋହରଙ୍କ ଶୋ କଫି ସହିତ କରଣ ୮ରେ ଅଂଶଗ୍ରହଣ କରିଥିଲେ। ଆଲିଆ ତାଙ୍କ ନଣନ୍ଦ କରୀନା କପୁରଙ୍କ ସହ ଶୋ’ରେ ପହଞ୍ଚିଥିଲେ।

ଏହି ଶୋ’ରେ ଅଭିନେତ୍ରୀ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ କହିଥିଲେ। ସ୍ବାମୀ ରଣବୀର କପୁର ଏବଂ ତାଙ୍କ ମଧ୍ୟରେ ଖରାପ ସମ୍ପର୍କକୁ ନେଇ ଦୀର୍ଘ ଦିନ ଧରି ଖବର ଆସିଥିଲା।

ଏହି ଖବରରେ ବିରାମ ଲଗାଇ ତାଙ୍କର ଏବଂ ରଣବୀରଙ୍କ ସମ୍ପର୍କ ଭଲରେ ଚାଲିଛି ଏବଂ ସେମାନଙ୍କ ପାରିବାରିକ ଜୀବନରେ କୌଣସି ଅସୁବିଧା ନାହିଁ ବୋଲି କହିଥିଲେ ଆଲିଆ ।

Related Articles

Back to top button
WP Twitter Auto Publish Powered By : XYZScripts.com