ଅନ୍ତର୍ଜାତୀୟ
ଯଥାସମ୍ଭବ ଉଦ୍ୟମ କରୁଛୁ

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଗାଜାରେ ହମାସ ବିରୋଧରେ ଲଢେଇ ସମୟରେ ସାଧାରଣ ନାଗରିକଙ୍କୁ କ୍ଷତିରୁ ରକ୍ଷା କରିବା ପାଇଁ ତାଙ୍କ ଦେଶ ଯଥାସମ୍ଭବ ଉଦ୍ୟମ କରୁଛି।
ଏପରିକି ପଳାୟନ ପାଇଁ ଚେତାବନୀ ଲିଫଲେଟ ବଣ୍ଟନ କରାଯାଇଥିଲା, କିନ୍ତୁ ଆହତଙ୍କ ସଂଖ୍ରା ହ୍ରାସ ପାଇଁ ଉଦ୍ୟମ ସଫଳ ହୋଇପାରିଲା ନାହିଁ। ଅକ୍ଟୋବର ୭ରେ ଗାଜାର ଶାସକ ହମାସ ଆତଙ୍କବାଦୀଙ୍କ ଆକ୍ରମଣର ପ୍ରତିଶୋଧ ନେବାକୁ ଇସ୍ରାଏଲର ହଜାର ହଜାର ପାଲେଷ୍ଟାଇନୀୟଙ୍କୁ ହତ୍ୟା କରିଛି ।