ମନୋରଞ୍ଜନ

ସମ୍ପତ୍ତି ମୂଲ୍ୟ ୨୬୩ କୋଟି

ଏକ ରିପୋର୍ଟ ମୁତାବକ, ସ୍ବାମୀ ଭିକ୍କି କୌଶଲଙ୍କ ଠାରୁ ଅଧିକ ସମ୍ପତ୍ତିର ମାଲିକାଣୀ କ୍ୟାଟ୍ରିନା ବୋଲି ଜଣାପଡ଼ିଛି। ବଲିଉଡ୍‌ରେ ସର୍ବାଧିକ ପାରିଶ୍ରମିକପ୍ରାପ୍ତ ଅଭିନେତ୍ରୀଙ୍କ ମଧ୍ୟରୁ କ୍ୟାଟ୍ରିନା ଜଣେ। ଲାଇଫ୍‌ ଷ୍ଟାଇଲ୍‌ ଏସିଆ ଅନୁଯାୟୀ, ୨୦୨୩ରେ ତାଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତିର ମୂଲ୍ୟ ପ୍ରାୟ ୨୬୩ କୋଟି ଟଙ୍କା। କ୍ୟାଟ୍ରିନା ମାସିକ ପ୍ରାୟ ୩ କୋଟି ଟଙ୍କା ଆୟ କରିଥା’ନ୍ତି।

ଗୋଟିଏ ଚଳଚ୍ଚିତ୍ର ଲାଗି ସେ ପ୍ରାୟ ୧୨ କୋଟିରୁ ଊର୍ଦ୍ଧ୍ୱ ପାରିଶ୍ରମିକ ନେଇଥାନ୍ତି। ୨୦୨୨ ମସିହାରେ ସେ ପ୍ରାୟ ୨୩୦ କୋଟିର ମାଲିକାଣୀ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com