Breaking Newsମନୋରଞ୍ଜନ

୮ ବର୍ଷ ପରେ ପୁଣି ଏକାଠି

ତେଜସର ସୁପର ଫ୍ଲପ୍ ପରେ କଙ୍ଗନା ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ କାମ ମଧ୍ୟ ଆରମ୍ଭ କରିଛନ୍ତି। ଏନେଇ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଏହା ଘୋଷଣା କରିଛନ୍ତି | ହେଲେ ଫିଲ୍ମର ନାମ ବାବଦରେ କିଛି ଉଲ୍ଲେଖ କରିନାହାନ୍ତି |

ନିର୍ଦ୍ଦେଶକ ଏଲ୍ ବିଜୟଙ୍କ ସହ ସେ ଏକ ନୂଆ ଫିଲ୍ମ କରୁଛନ୍ତି ବୋଲି କହିଛନ୍ତି । ସେ ନିର୍ଦ୍ଦେଶକଙ୍କ ସହ ତାଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି। ତେବେ ବଡ କଥା ଯେ ଏହି ଫିଲ୍ମରେ କଙ୍ଗନା ଆର. ମାଧବନଙ୍କ ସହ ଅଭିନୟ କରିବେ | ଉଭୟ ୮ ବର୍ଷ ପରେ ପୁଣି ଏକାଠି ଅଭିନୟ କରିବେ |

Related Articles

Back to top button
WP Twitter Auto Publish Powered By : XYZScripts.com