Breaking Newsଅନ୍ତର୍ଜାତୀୟ

ସମଲିଙ୍ଗୀ ବିବାହକୁ ଅନୁମତି

ସମଲିଙ୍ଗୀ ବିବାହକୁ ଅନୁମତି ଦେବା ପାଇଁ ଥାଇଲାଣ୍ଡର କ୍ୟାବିନେଟ ଏହାର ସିଭିଲ କୋଡରେ ସଂଶୋଧନକୁ ଅନୁମୋଦନ କରିଛି। ଆସନ୍ତା ମାସରେ ସଂସଦରେ ଏହି ଡ୍ରାଫ୍ଟ ଉପସ୍ଥାପିତ ହେବ ବୋଲି ଆଶା କରାଯାଉଛି।

ସଂଶୋଧନ ଦ୍ୱାରା ସମଲିଙ୍ଗୀ ଦମ୍ପତିଙ୍କ ପାଇଁ ପୁରୁଷ ଏବଂ ସ୍ତ୍ରୀ, ସ୍ବାମୀ-ସ୍ତ୍ରୀ ଶବ୍ଦ ବ୍ୟକ୍ତି ଏବଂ ବିବାହ ସାଥୀ ଭାବେ ପରିବର୍ତ୍ତନ କରାଯିବ।ଡିସେମ୍ବର ୧୨ ରେ ସଂସଦରେ ଆଇନର ଡ୍ରାଫ୍ଟ ପ୍ରସ୍ତାବ ଆଗତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com