ମନୋରଞ୍ଜନ

କିଆରାଙ୍କ ଲାଗି ବଦଳିଯାଇଛନ୍ତି

ସିଦ୍ଧାର୍ଥ ଚଳିତ ବର୍ଷ ହାତକୁ ଦୁଇ ହାତ ହୋଇଥିବା ଯୋଗୁ ସ୍ତ୍ରୀ କିଆରା ଆଡଭାଣୀଙ୍କୁ ନେଇ ଶୋ’ରେ ଅନେକ କିଛି କହିଛନ୍ତି। ଦୁହେଁ ପରିବାରକୁ ବେଶ ଗୁରୁତ୍ୱ ଦେଇଥାନ୍ତି।

କିଆରାଙ୍କ ଲାଗି ସିଦ୍ଧାର୍ଥ ପୂର୍ବପେକ୍ଷା ଦାୟିତ୍ୱବାନ, ପରିଶ୍ରମୀ ହୋଇଯାଇଛନ୍ତି। ପୂର୍ବରୁ ବମ୍ବେରେ ସାଙ୍ଗମାନଙ୍କ ସହ ରହିବାକୁ ପଡ଼ୁଥିବା ବେଳେ ଏବେ ଜଣେ ପାର୍ଟନର ମିଳିଯାଇଛନ୍ତି। ଭଲପାଇବା ଅଧିକ ଥିବାରୁ କିଆରାଙ୍କ ଯତ୍ନ ନେବାକୁ ସର୍ବଦା ପ୍ରାଧାନ୍ୟ ଦେଇଥାନ୍ତି ବୋଲି ମଧ୍ୟ ସିଦ୍ଧାର୍ଥ କହିଛନ୍ତି।

Related Articles

Back to top button