ମନୋରଞ୍ଜନ

‘ବିଗବସ’ ୧୧ରେ ନଜର ଆସିଥିବା ପ୍ରତିଯୋଗୀ ତାଙ୍କ ସାଙ୍ଗଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି

‘ବିଗବସ’ ୧୧ରେ ନଜର ଆସିଥିବା ପ୍ରତିଯୋଗୀ ତାଙ୍କ ସାଙ୍ଗଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପୀଡ଼ିତ ଅଭିନେତ୍ରୀ ତଥା ମଡେଲ ସାଉଥ ଦିଲ୍ଲୀ ପୁଲିସ ଷ୍ଟେସନରେ ସାଙ୍ଗଙ୍କ ବିରୋଧରେ କରିଥିବା ଦୁଷ୍କର୍ମ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ତଦନ୍ତ କରୁଛି।

ଦୁଷ୍କର୍ମ ଅଭିଯୋଗ ଆଣିଥିବା ବିଗବସ ସିଜନ-୧୧ର ପ୍ରତିଯୋଗୀ ସୋ’ ଚାଲିଥିବା ସମୟରେ ତାଙ୍କ ଝଗଡ଼ା ଓ ସଲମାନଙ୍କ ସହ ମଜାଳିଆ କଥା ପାଇଁ ଲାଇମଲାଇଟରେ ଥିଲେ।

 

Related Articles

Back to top button
WP Twitter Auto Publish Powered By : XYZScripts.com