ବିଜ୍ଞାନ ଓ ପ୍ରଯୁକ୍ତି

ମିସାଇଲର ସଫଳ ପରୀକ୍ଷଣ

ଭାରତୀୟ ନୌସେନା ଓ ଡିଆରଡିଓ ମଙ୍ଗଳବାର ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ନାଭାଲ୍ ଆଣ୍ଟି ସିପ୍ ମିସାଇଲରର ସଫଳ ପରୀକ୍ଷଣ କରିଛନ୍ତି।ଏହି ପରୀକ୍ଷଣ ସି କିଙ୍ଗ୍ ୪୨ବି ହେଲିକପ୍ଟର ଜରିଆରେ କରାଯାଇଛି।

କ୍ଷେପଣାସ୍ତ୍ର ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ନୌସେନା ସୋସିଆଲ ମିଡିଆ ଏକ୍ସରେ କହିଛି। ନୌସେନା ଏହି ପରୀକ୍ଷଣର ଭିଡିଓ ଜାରି କରିଛି। ଏହା ଏକ ଗାଇଡେଡ୍ ମିସାଇଲ ଓ ଶତ୍ରୁପକ୍ଷର ଜାହାଜକୁ ଠାବ କରିବା ସହ ଧ୍ବଂସ କରିପାରିବ।

Related Articles

Back to top button