ଅନ୍ତର୍ଜାତୀୟ

ସମୁଦ୍ରରେ ଖସିପଡିଲା ବିମାନ

ଆମେରିକାର ଏକ ବୃହତ ନୌସେନା ବିମାନ ସମୁଦ୍ରରେ ଖସିପଡିଛି। ବିମାନରେ ନଅ ଜଣ କମାଣ୍ଡୋ ଥିଲେ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ସମସ୍ତେ ପହଁରି ପହଁରି କୂଳରେ ପହଞ୍ଚିଥିଲେ।

ତେବେ ବିମାନଟି ସମୁଦ୍ରରେ ବୁଡ଼ିଯାଇଛି। ଆମେରିକାର ମେରାଇନ କର୍ପସ ମୁଖପାତ୍ର ଗୁନେରୀ ସରୋଜ ଅର୍ଲାଣ୍ଡୋ ପେରେଜ କହିଛନ୍ତି, ଏହା ସାମରିକ ତଦାରଖ ପାଇଁ ବ୍ୟବହୃତ ଏକ ଅନୁସନ୍ଧାନ ବିମାନ। ବିମାନର ନାମ ହେଉଛି ବୋଇଙ୍ଗ ପି୮ ପୋଜିଡନ।

Related Articles

Back to top button