ଅନ୍ତର୍ଜାତୀୟ

ପୁଣି ଥରେ ଏକାଠି ହେବେ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ପୁଣି ଥରେ ସାକ୍ଷାତ କରିବାକୁ ଯାଉଛନ୍ତି। ହ୍ବାଇଟ ହାଉସର ମୁଖପାତ୍ର ଜନ କିର୍ବି ଏହି ସୂଚନା ଦେଇଛନ୍ତି।

ତେବେ ବୈଠକର ତାରିଖ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଗତ ସପ୍ତାହରେ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଗତ ସପ୍ତାହରେ ଅନୁଷ୍ଠିତ ବୈଠକରେ ଉଭୟ ଦେଶ ସାମରିକ ଯୋଗାଯୋଗ ପୁନଃ ପ୍ରତିଷ୍ଠା କରିବାକୁ ସହମତ ହୋଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com