Breaking Newsଅନ୍ୟାନ୍ୟ

ଚାଲାଣ କାଟି ପାରିବେ ନାହିଁ

ଟ୍ରାଫିକକୁ ନେଇ ଆସିଛି ଏକ ବଡ଼ ଖବର । ଏଣିକି ସହକାରୀ ସବଇନ୍ସପେକ୍ଟର (ଏଏସଆଇ) ବା ତାଙ୍କଠାରୁ ତଳ ପାହ୍ୟାର ପୋଲିସ କର୍ମଚାରୀମାନେ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ଚାଲାଣ କାଟି ପାରିବେ ନାହିଁ ।

ପୂର୍ବରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ରାଜ୍ୟ ସରକାର ପ୍ରତ୍ୟାହାର କରିଛନ୍ତି । ତେଣୁ ଏହି ନୂଆ ନିୟମ ବିଷୟରେ ଏବେ ସମସ୍ତେ ଅବଗତ ହେବା ଆବଶ୍ୟକ ।

ଟ୍ରାଫିକ ଚାଲାଣକୁ ନେଇ ପୂର୍ବରୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଯାହାକୁ ଏବେ ତ୍ୟାହାର କରିଛନ୍ତି ରାଜ୍ୟ ସରକାର।

Related Articles

Back to top button
WP Twitter Auto Publish Powered By : XYZScripts.com