Featuredଜାତୀୟ

ପଢିବେ ରାମାୟଣ-ମହାଭାରତ

ସ୍କୁଲ ପାଠ୍ୟକ୍ରମର ସାମାଜିକ ବିଜ୍ଞାନ ବହିରେ ରାମାୟଣ ଓ ମହାଭାର ପାଠକୁ ଯୋଡ଼ିବାକୁ ପ୍ରସ୍ତାବ ରଖାଯାଇଛି ।

ଇତିହାସକୁ ୪ ଭାଗରେ ଶ୍ରେଣୀଭୁକ୍ତ କରିବାକୁ ଜାତୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପ୍ୟାନେଲ ପକ୍ଷରୁ ପ୍ରସ୍ତାବ ରଖାଯାଇଛି ।

ଏନସିଇଆରଟିର ୭ ଜଣିଆ ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ ପ୍ୟାନେଲ ଏହି ପ୍ରସ୍ତାବ ଦେଇଛି । ଶ୍ରେଣୀଗୃହର କାନ୍ଥରେ ସମ୍ବିଧାନର ପ୍ରସ୍ତାବନାକୁ ସ୍ଥାନୀୟ ଭାଷାରେ ଚିତ୍ରିତ କରିବାକୁ ସୁପାରିଶ କରାଯାଇଥିବା କମିଟିର ଅଧ୍ୟକ୍ଷ ସି.ଆଇ ଇସାକ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com