ମନୋରଞ୍ଜନ

ବଲିଉଡ୍‌ ସୁନ୍ଦରୀ ଆଲିଆ ଭଟ୍ଟ

ବଲିଉଡ୍‌ ସୁନ୍ଦରୀ ଆଲିଆ ଭଟ୍ଟ ଜି.କ୍ୟୁ ମେନ୍‌ ଅଫ୍‌ ଦ ଇୟର ୨୦୨୩ ରେଡ୍‌ କାର୍ପେଟ ଇଭେଣ୍ଟରେ ପହଞ୍ଚିଥିଲେ। ଏହି ସମୟରେ ଆଲିଆ ଖୁବ୍‌ ସୁନ୍ଦର ଦିଶୁଥିଲେ। ତାଙ୍କର ଏହି ଲୁକ୍‌ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଇଭେଣ୍ଟରେ ଆଲିଆଙ୍କୁ ଆଉଟ୍‌ଷ୍ଟାଣ୍ଡିଂ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଆଲିଆ ଯେତେବେଳେ ଫଟୋ ପୋଜ୍‌ ଦେବାକୁ ଫଟୋଗ୍ରାଫରଙ୍କ ସାମ୍ନାକୁ ଆସିଥିଲେ ଫଟୋଗ୍ରାଫରମାନେ ତାଙ୍କୁ ଆଲୁ ଜୀ କହି ଡାକିଥିଲେ।

Related Articles

Back to top button