ମନୋରଞ୍ଜନ

ଡିସେମ୍ବର ୧ ରେ ରିଲିଜ୍

ରିଲିଜ୍‌ ହେବାକୁ ଯାଉଥିବା ଫିଲ୍ମ ‘ଆନିମଲ୍‌’ ପ୍ରସଙ୍ଗରେ। ‘ଆନିମଲ୍‌’ରେ ମୁଖ୍ୟ ଭୂମିକାରେ ତ ଅଛନ୍ତି ରଣବୀର କପୁର ଓ ରଶ୍ମିକା ମନ୍ଦାନା। ଫିଲ୍ମରେ ତୃତୀୟ ଚରିତ୍ର ଭାବେ ଅଛନ୍ତି ବବି ଦେଓଲ୍। ସେଥିରେ ବବିଙ୍କର ଭୂମିକା କ’ଣ ଅଛି, ଏଯାଏ ସ୍ପଷ୍ଟ ହୋଇନାହିଁ ବା ଜଣା ପଡ଼ିନାହିଁ।

ତେବେ ଟ୍ରେଲର୍‌ରୁ ଯାହା ଅନୁମାନ କରାଯାଉଛି, ସେ ସେଥିରେ ଏକ ରହସ୍ୟମୟ ଚରିତ୍ରରେ ଅଭିନୟ କରିଛନ୍ତି। ‘ଆନିମଲ୍‌’ ଡିସେମ୍ବର ୧ ତାରିଖରେ ରିଲିଜ୍ ହେବାକୁ ଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com