ମନୋରଞ୍ଜନ

‘ଦେବୋଁ କା ଦେବ ମହାଦେବ’ରେ ପାର୍ବତୀ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ସୋନାରିକା ଭଦୋରିଆ ଏକ ନୂତନ ଜୀବନରେ ପାଦ ଦେଇଛନ୍ତି।

‘ଦେବୋଁ କା ଦେବ ମହାଦେବ’ରେ ପାର୍ବତୀ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ସୋନାରିକା ଭଦୋରିଆ ଏକ ନୂତନ ଜୀବନରେ ପାଦ ଦେଇଛନ୍ତି।

ଗତ କିଛି ବର୍ଷ ହେବ ଡେଟ୍ କରୁଥିବା ଯୁବକଙ୍କୁ ବିବାହ କରିଛନ୍ତି ସୋନାରିକା। ଦୀର୍ଘ ଦିନର ପ୍ରେମିକ ବିକାଶ ପରାଶରଙ୍କ ସହ ସେ ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ସେମାନଙ୍କ ବିବାହର ପ୍ରଥମ ଝଲକ ଦେଖିବାକୁ ମିଳିଛି।

Related Articles

Back to top button
WP Twitter Auto Publish Powered By : XYZScripts.com