ମନୋରଞ୍ଜନ

ବଡ଼ ପରଦାକୁ ଆସୁଛି ଏ ବର୍ଷର ବହୁପ୍ରତୀକ୍ଷିତ ସିନେମା ‘ତ୍ରିକନ୍ୟା

ବଡ଼ ପରଦାକୁ ଆସୁଛି ଏ ବର୍ଷର ବହୁପ୍ରତୀକ୍ଷିତ ସିନେମା ‘ତ୍ରିକନ୍ୟା’। ର‌ାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ସିନେମାର ନୂଆ ଗୀତ ରିଲିଜ୍ ହୋଇଛି।

‘ତ୍ରିକନ୍ୟା’ର ଆଉ ଏକ କନ୍ୟାର କାହାଣୀ ରହିଛି ଏହି ଗୀତରେ। ଅନୁରାଗ ପଟ୍ଟନାୟକ ଏହାର ସଙ୍ଗୀତକାର ଓ କପିଳେଶ୍ୱର ରାଉତ ଗୀତିକାର। ଏଥିରେ କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ ଓ ଡି ଅଭିଷେକ। ଗୀତଟି ବେଶ ମନଛୁଆଁ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com