![](https://i0.wp.com/odia.mobilenews24x7.com/wp-content/uploads/2023/11/images-1-4.jpeg?resize=259%2C194&ssl=1)
ଆଗାମୀ ୨୦୪୭ ସୁଦ୍ଧା ଓଡ଼ିଆମାନେ ବିଶ୍ୱ ଅର୍ଥନୀତିର ନେତୃତ୍ୱ ନେବେ। ଓଡ଼ିଶା ବିକଶିତ ହେଲେ ଭାରତ ବିକଶିତ ହେବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ସଂସ୍ଥାନ-ଏନ୍ଏସ୍ଟିଆଇପ୍ଲସ୍ ଭୁବନେଶ୍ୱରର ଶିଳାନ୍ୟାସ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହି ସଂସ୍ଥାନ ଗରିବ ପିଲାଙ୍କ ପାଇଁ ଗୁରୁକୁଳ ଭଳି କାର୍ଯ୍ୟ କରିବ।